Odisha Job News Channel
24.5K subscribers
1.89K photos
3 videos
166 files
3.49K links
Odishapost news is a purely odia channel.
It's include with JOB VACANCIES AND NEWS.
JAY JAGANNATH

Get Odisha Free Job Alert Notification Please Visit our website- https://odishagovjob.com/

Please Subscribe
Download Telegram
ସମ୍ପର୍କ ଗୋଟେ ପରିବାର ହେଲେ ଭଲପାଇବା, ସେହ୍ନ, ମମତା,ରାଗ, ଅଭିମାନ, ଏମାନେ ଗୋଟିଏ ଗୋଟିଏ ସଦସ୍ୟ ହୋଇଥାନ୍ତି...! ବୁଝିବା ଲୋକ ଠିକ୍ ବୁଝିପାରିବେ...🙏ଜୟ ଜଗନ୍ନାଥ🙏
👏5❤4
ନିଜେ ଜବାବ ଦେବା ଦ୍ୱାରା ମଣିଷ କମ୍ ଅନୁତାପ କରିଥାଏ କିନ୍ତୁ ସମୟ ଯେଉଁ ଜବାବ ଦିଏ ମଣିଷ ତା'କୁ ପୂର୍ଣ୍ଣତାର ସହିତ ଅନୁତାପ କରିଥାଏ... 🙏ଜୟ ଜଗନ୍ନାଥ🙏
❤7👏1
ଦୁନିଆରେ ଏହା କହିବା ବନ୍ଦ କରନ୍ତୁ ଯେ, ମୁଁ ଏହା କରିବି, ମୁଁ ସେହା କରିପାରିବି, କାରଣ
କିଛି ଲୋକ ଚାହାନ୍ତିନି ଆପଣ ସଫଳ ହୁଅନ୍ତୁ ବୋଲି, ଆଉ ସବୁଠୁ ବଡ ଖରାପ ପ୍ରଭାବ ହେଉଛି ଲୋକଙ୍କ କଳା ନଜର....🙏ଜୟ ଜଗନ୍ନାଥ🙏
❤12👍1
Ossc site
India gets Ramsar tag for two wetlands, PM Modi lauds efforts

🔹Patna Bird Sanctuary in Etah (Uttar Pradesh) and
Chhari-Dhand in Kutch (Gujarat)

🔹The designation of these two sites under the Ramsar Convention takes the total number of such wetlands in India to 98
❤4
ଏହାର କୌଣସି ମୂଲ୍ୟ ନାହିଁ ଯେ ତୁମେ କେତେ ଧୀର ଗତିରେ କାମ କରୁଛ, ଯେ ପର୍ଯ୍ୟନ୍ତ ତୁମେ ଅଟକି ନାହଁ ସେ ପର୍ଯ୍ୟନ୍ତ ସଫଳତାର ଲକ୍ଷ୍ୟ ରହିଛି... 🙏ଜୟ ଜଗନ୍ନାଥ🙏
❤9👏2
ଦୁଶ୍ଚିନ୍ତା ମଣିଷ ମସ୍ତିଷ୍କର ଶକ୍ତିକୁ କ୍ଷୟ କରିଦିଏ, ଏହାପରେ କ୍ରମଶଃ ତାହା ମଣିଷର ଆତ୍ମାକୁ ନଷ୍ଟ କରିଦିଏ... 🙏ଜୟ ଜଗନ୍ନାଥ🙏
❤5👏1