ଜଗା ତୋ ବଡ ଦାଣ୍ଡରେ ଟିକେ ଜାଗା ଦେ ବସି ବସି ଭାବିବାକୁ...ତୋର ଚରଣ ଧୂଳି ମଥାରେ ବୋଳି ନାମ ତୋର ଜପିବାକୁ....🙏ଜୟ ଜଗନ୍ନାଥ🙏
❤9🙏8👏1
ଯେଉଁ କାମ ଅନ୍ୟମାନଙ୍କ ଠାରୁ ଲୁଚାଇବାକୁ ପଡ଼େ, ସେହି କାମ କେବେ କରିବା ଉଚିତ ନୁହେଁ।ଏପରି କାମ କରନ୍ତୁ ନାହିଁ ଯାହା ଆପଣଙ୍କ ଆତ୍ମସମ୍ମାନକୁ ଆଘାତ ପହଞ୍ଚାଏ ଓ ଯାହା କାରଣରୁ ନିଜ ଚକ୍ଷୁରେ ନିଜକୁ ଦେଖିବାକୁ ଲଜ୍ଜାବୋଧ କରନ୍ତି। ନିଜ ଦୃଷ୍ଟିରେ ନିଜ ପ୍ରତି ସମ୍ମାନ ହିଁ ଆତ୍ମସମ୍ମାନ କୁ ଜନ୍ମ ଦେଇଥାଏ... 🙏ଜୟ ଜଗନ୍ନାଥ 🙏
❤7👏4
କେତେବେଳେ ମଧ୍ୟ ଗର୍ବ କରନ୍ତୁ ନାହିଁ, ସମୟ ବଡ଼ ବଳବାନ..ଯେମିତି ଯେଉଁ ଖବର କାଗଜ ସକାଳେ କିଣିଲେ ଅଧିକ ମୂଲ୍ୟ ଦେବାକୁ ପଡିଥାଏ, ସଂନ୍ଧ୍ଯାରେ କେଜି ଦରରେ ବିକିବାକୁ ପଡିଥାଏ... 🙏ଜୟ ଜଗନ୍ନାଥ🙏
🙏6👏2
ଜଗତର ନାଥ ଆହେ ଜଗନ୍ନାଥ
ଅସୀମ ତୁମର ପ୍ରେମ....।
ତୁମେ ହିଁ ସଂକଳ୍ପ ତୁମେ ହିଁ ବିକଳ୍ପ
ଅନାଦି ତୁମେ ଅନନ୍ତ....।।
🙏ଜୟ ଜଗନ୍ନାଥ 🙏
ଅସୀମ ତୁମର ପ୍ରେମ....।
ତୁମେ ହିଁ ସଂକଳ୍ପ ତୁମେ ହିଁ ବିକଳ୍ପ
ଅନାଦି ତୁମେ ଅନନ୍ତ....।।
🙏ଜୟ ଜଗନ୍ନାଥ 🙏
❤6🙏5👏2
ତୁମ ଇଶାରାରେ ଆସେ ଦିନରାତି
ଆସେ ଆଲୋକ ଅନ୍ଧାର....
ପ୍ରଭୁ ଜଗନ୍ନାଥ ତୁମ୍ଭରି ମହିମା
ଅଟେ ଅନନ୍ତ ଅପାର.....🙏ଜୟ ଜଗନ୍ନାଥ 🙏
ଆସେ ଆଲୋକ ଅନ୍ଧାର....
ପ୍ରଭୁ ଜଗନ୍ନାଥ ତୁମ୍ଭରି ମହିମା
ଅଟେ ଅନନ୍ତ ଅପାର.....🙏ଜୟ ଜଗନ୍ନାଥ 🙏
❤13👏2
ହାତର ରେଖାରେ ଯାହା ଲେଖାଅଛି ତାହା ତ ମିଳିବା ସ୍ଵାଭାବିକ,ହେଲେ ପରିଶ୍ରମର କଲମ ରେ ଯାହା ଲେଖାଯାଏ ତାହା ମଣିଷ ଜୀବନ କୁ ସାର୍ଥକ କରେ... 🙏ଜୟ ଜଗନ୍ନାଥ🙏
❤8👏2
ପରସ୍ପର ଭିତରେ ସ୍ନେହ ମମତାର ଡୋରିରେ ବାନ୍ଧି ହୋଇ ରହିବା ଉଚିତ୍।ନହେଲେ ହିଂସାତ୍ମିକ ଶକ୍ତି କେହି,ଏହାର ଫାଇଦା ଉଠାଇ ସବୁ ପୋଡି ପାଉଁଶ କରିଦେବ... 🙏ଜୟ ଜଗନ୍ନାଥ"l🙏
❤7👏1
କେତେବେଳେ ମଧ୍ୟ ଗର୍ବ କରନ୍ତୁ ନାହିଁ, ସମୟ ବଡ଼ ବଳବାନ..ଯେମିତି ଯେଉଁ ଖବର କାଗଜ ସକାଳେ କିଣିଲେ ଅଧିକ ମୂଲ୍ୟ ଦେବାକୁ ପଡିଥାଏ, ସଂନ୍ଧ୍ଯାରେ କେଜି ଦରରେ ବିକିବାକୁ ପଡିଥାଏ... 🙏ଜୟ ଜଗନ୍ନାଥ🙏
❤3👏1