କେବେ କେବେ ହଜାରେ ଶବ୍ଦ ଯାହା କହିପାରେନି,
ଏକ ଛୋଟ ଆଲିଙ୍ଗନ ତାହା କରି ଦେଖାଏ...
ଜୀବନର ସବୁ ଦୁଃଖ ଆଉ ଥକାପଣକୁ,
କିଛି ମୁହୂର୍ତ୍ତର ସେଇ ଶାନ୍ତିରେ ପୋଛି ଦିଏ...🙏ଜୟ ଜଗନ୍ନାଥ 🙏
ଏକ ଛୋଟ ଆଲିଙ୍ଗନ ତାହା କରି ଦେଖାଏ...
ଜୀବନର ସବୁ ଦୁଃଖ ଆଉ ଥକାପଣକୁ,
କିଛି ମୁହୂର୍ତ୍ତର ସେଇ ଶାନ୍ତିରେ ପୋଛି ଦିଏ...🙏ଜୟ ଜଗନ୍ନାଥ 🙏
👍2❤1👏1
"କର୍ପୂର ଗୌରଂ କରୁଣାବତାରଂ,
ସଂସାର ସାରଂ ଭୁଜଗେନ୍ଦ୍ର ହାରମ୍।
ସଦା ବସନ୍ତଂ ହୃଦୟାରବିନ୍ଦେ,
ଭବଂ ଭବାନୀ ସହିତଂ ନମାମି।।"
ପବିତ୍ର ମହାଶିବରାତ୍ରି ଉପଲକ୍ଷେ ଆପଣଙ୍କୁ ଏବଂ ଆପଣଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା। ଦେବାଦିଦେବ ମହାଦେବଙ୍କ ଅପାର କରୁଣାରୁ ଆପଣଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ। ଓଁ ନମଃ ଶିବାୟ।🙏

❤6👏2
ନିଜର ଭୁଲ୍ ମାନିଯିବା ଆଉ ଅନ୍ୟର ଦୋଷ ଛାଡିବାରେ କେବେ ଡେରି କରିବ ନାହିଁ କାହିଁକି ନା ସମୟ ଯେତେ ଲମ୍ବା ହେବ ସେଥିରୁ ମୁକୁଳିବା ସେତିକି କଷ୍ଟ ହୋଇଯାଇଥାଏ... 🙏ଜୟ ଜଗନ୍ନାଥ🙏
❤5🙏4👏1😭1
ରାତିର ସେଇ ଦୀପର ଆଲୋକ, ସକାଳର ସୂର୍ଯ୍ୟ ସାଜିଛି, ମହାଦେବଙ୍କ ଆଶୀର୍ବାଦେ ଆଜି, ନୂଆ ଏକ ଆଶା ଜାଗିଛି । ଶବ୍ଦରେ ତୁମର ମହକୁ ସମୟ, ଓଠରେ ଥାଉ ହସ, ସୁଖରେ କଟୁ ଏଇ ନୂଆ ସପ୍ତାହ, ପ୍ରଭୁଙ୍କୁ ଏତିକି ବିଶ୍ୱାସ...🙏ଜୟ ଜଗନ୍ନାଥ🙏
👏3❤1
ଅନେକ ପରିସ୍ଥିତିରେ ହାରିବା ପରେ ହିଁ ସଫଳତାର ସନ୍ଧାନ ମିଳିଥାଏ ।ଏଣୁ ହାରି ଗଲେ ନିରାଶ ନ ହୋଇ ମନୋବଳ ଦୃଢ ରଖି କାମ କରିବା ଉଚିତ୍... 🙏ଜୟ ଜଗନ୍ନାଥ🙏
👏5❤2🍓1
ରୂପର ଅସୁନ୍ଦରତାକୁ ଭଲ ଆଚରଣ ଘୋଡାଇ ଦିଏ କିନ୍ତୁ ରୁପର ସୁନ୍ଦରତା କେବେ ବି ଖରାପ ପ୍ରକୃତିକୁ ଘୋଡାଇ ରଖିପାରେ ନାହିଁ... 🙏ଜୟ ଜଗନ୍ନାଥ🙏
❤3👏3