ଶାନ୍ତ ଓ ସ୍ଥିର ମନ ହେଉଛି ଆମର ସବୁଠାରୁ ଭଲ ସାଙ୍ଗ, ସୁସ୍ଥ ସବଳ ଶରୀର ହେଉଛି ଆମର ସବୁଠାରୁ ବଡ଼ ସମ୍ପଦ । ଏ ଦୁଇଟି ପ୍ରତି ବିପଦ ସୃଷ୍ଟି କରୁଥିବା ସମ୍ପର୍କ ଓ କାର୍ଯ୍ୟଠାରୁ ସବୁବେଳେ ଦୂରେଇ ରୁହ... 🙏ଜୟ ଜଗନ୍ନାଥ🙏
👍4👏4❤1
ଖରାପ ସମୟ ଜୀବନରେ ଥରେ ନୁହେଁ, ଅନେକ ଥର ଆସିଥାଏ। ଆଉ ସେହି ଖରାପ ସମୟ ସବୁ ବେଳେ ଶିକ୍ଷା ଦିଏ, ଦୁନିଆରେ କେହି କାହାର ନୁହେଁ....🙏ଜୟ ଜଗନ୍ନାଥ🙏
❤9👍2
ବେଳେ ସବୁ ଦୁଃଖ କଷ୍ଟକୁ ଲୁଚେଇ ମୁଁ ଭଲ ଅଛି ବୋଲି କହିବାକୁ ପଡ଼ିଥାଏ, କାହିଁକିନା ଅକୁହା ଦୁଃଖକୁ ବୁଝିବାର ଶକ୍ତି ସମସ୍ତଙ୍କ ପାଖରେ ନଥାଏ....
🙏ଜୟ ଜଗନ୍ନାଥ🙏
🙏ଜୟ ଜଗନ୍ନାଥ🙏
❤17👏6🔥1
ସ୍ୱପ୍ନ ଦେଖିବା ଭଲ କିନ୍ତୁ ସ୍ୱପ୍ନରେ ବିଭୋର ହୋଇଯିବା ଠିକ୍ ନୁହେଁ, କାହିଁକି ନାଁ ଭାବପ୍ରବଣତା ହିଁ ସଦାସର୍ବଦା ବିପଦକୁ ଡାକି ଆଣି ଥାଏ....🙏ଜୟ ଜଗନ୍ନାଥ🙏
❤10👏3👍1
ଏ ଜୀବନ ଦୁଇଦିନର, ଚାରିଦିନର, ଦିନର ଚିନ୍ତାରେ ସମୟ ନଷ୍ଟ କରନ୍ତୁନାହିଁ....
ଆପଣଙ୍କୁ ଯାହା ଭଲ ଲାଗୁଛି ତାହା କରନ୍ତୁ, ମନଖୋଲି ହସନ୍ତୁ, ଖୁସିରେ ବଞ୍ଚିବାକୁ ଶିଖନ୍ତୁ ହେଲେ କାହାର କ୍ଷତି କରନ୍ତୁନାହିଁ....🙏ଜୟ ଜଗନ୍ନାଥ🙏
ଆପଣଙ୍କୁ ଯାହା ଭଲ ଲାଗୁଛି ତାହା କରନ୍ତୁ, ମନଖୋଲି ହସନ୍ତୁ, ଖୁସିରେ ବଞ୍ଚିବାକୁ ଶିଖନ୍ତୁ ହେଲେ କାହାର କ୍ଷତି କରନ୍ତୁନାହିଁ....🙏ଜୟ ଜଗନ୍ନାଥ🙏
👏9❤8
ପରିବାର, ଘଣ୍ଟା ର କଣ୍ଟା ପରି ହେବା ଉଚିତ୍, କୋଉ କଣ୍ଟା ଛୋଟ ତ... କେଉଁଟା ବଡ । କୋଉ କଣ୍ଟା ଧିରେ ଚାଲ୍ ତ, କେଉଁ କଣ୍ଟା ଦୌଡେ....
କିନ୍ତୁ ଘଣ୍ଟାରେ ୧୨ ବାଜିଲେ ସବୁ କଣ୍ଟା ଏକାଠି ହୋଇଥାନ୍ତି....🙏ଜୟ ଜଗନ୍ନାଥ🙏
କିନ୍ତୁ ଘଣ୍ଟାରେ ୧୨ ବାଜିଲେ ସବୁ କଣ୍ଟା ଏକାଠି ହୋଇଥାନ୍ତି....🙏ଜୟ ଜଗନ୍ନାଥ🙏
❤11👏2👍1
ଜୀବନରେ ଏମିତି ହିଁ ଜୀଇଁବା ଦରକାର, ଯେମିତି କି.. କିଏ ହସିଲେ ତୁମ କାରଣରୁ ହସୁ.. ତୁମ ଉପରେ ନୁହେଁ । ଆଉ କିଏ କାନ୍ଦିଲେ ତୁମ ପାଇଁ କାନ୍ଦୁ.. ତୁମ କାରଣରୁ ନୁହେଁ ...🙏ଜୟ ଜଗନ୍ନାଥ🙏
❤12👏2
କାହାକୁ କିଛି ଖରାପ କହିବା ପୂର୍ବରୁ, ତୁମେ ନିଜେ ଥରେ ଚିନ୍ତା କରି ଦେଖ । ଯଦି ତୁମକୁ କେହି ସେତିକି କହିଲେ, ତୁମେ ସହି ପାରିବ ତ.. ସେଥିପାଇଁ ଅନ୍ୟକୁ ସେତିକି କୁହ, ଯେତିକି ତୁମେ ସହି ପାରିବ...ଜୟ ଜଗନ୍ନାଥ🙏
👍15❤3
ବୁଝିବାକୁ ଆଉ ବାକି ନାହିଁ ମୋର
ଜୀବନର ସଂଜ୍ଞା ତୁହି....
ଯେତେ ଦିନ ଥିବି କେବଳ ତୋ ନାମ
ହୃଦୟେ ମୋ ଥିବ ରହି...🙏ଜୟ ଜଗନ୍ନାଥ 🙏
ଜୀବନର ସଂଜ୍ଞା ତୁହି....
ଯେତେ ଦିନ ଥିବି କେବଳ ତୋ ନାମ
ହୃଦୟେ ମୋ ଥିବ ରହି...🙏ଜୟ ଜଗନ୍ନାଥ 🙏
❤5