Odisha Job News Channel
24.5K subscribers
1.89K photos
3 videos
166 files
3.49K links
Odishapost news is a purely odia channel.
It's include with JOB VACANCIES AND NEWS.
JAY JAGANNATH

Get Odisha Free Job Alert Notification Please Visit our website- https://odishagovjob.com/

Please Subscribe
Download Telegram
ଯେବେ ଲାଗେ ସବୁ ସରିଗଲା ଭଳି, ସେଇଠୁ ହିଁ ଆରମ୍ଭ ହୁଏ ନୂଆ କିଛିର।
ଜୀବନ ଚାଲୁଥାଏ, ଦୁଃଖେ ସୁଖେ....
ନୂଆ ଅଧ୍ୟାୟ ଗୋଟିଏ ଗୋଟିଏ ଯୋଡ଼ି ହେଉଥାନ୍ତି ଯାହା ସମୟାନ୍ତରରେ... 🙏ଜୟ ଜଗନ୍ନାଥ 🙏
❤8
କାହାର ପ୍ରକୃତିକୁ ଆମେ ବଦଳାଇ ପାରିବାନି, ଉଦାହରଣ... ଯେମିତି ପିଆଜକୁ ଯେତେ ସ୍ନେହରେ କାଟିଲେ ମଧ୍ୟ ସେ ଆମକୁ ଲୁହ ହିଁ ଦେଇଥାଏ... 🙏ଜୟ ଜଗନ୍ନାଥ🙏
❤5👍2
ଯେମିତି ବଞ୍ଚିବା ପାଇଁ ନିଃଶ୍ବାସ ର ଜରୁରୀ ହୋଇଥାଏ....
ସେମିତି ସବୁଦିନ ସମ୍ପର୍କକୁ ସୁନ୍ଦର୍ ରଖିବା ପାଇଁ ବିଶ୍ୱାସ ଜରୁରୀ ହୋଇଥାଏ....🙏ଜୟ ଜଗନ୍ନାଥ🙏
❤11👏4
ସମ୍ପର୍କ ତାହା ନୁହେଁ ଯାହା ଦୁନିଆଁ କୁ ଦେଖା ଯାଏ, ସମ୍ପର୍କ ହେଉଛି ତାହା, ଯାହାକୁ ହୃଦୟରୁ ବଜାୟ ରଖାଯାଏ....
କେହି ନିଜର କହିଦେଲେ କେବେ ନିଜର ହୋଇଯାଆନ୍ତି ନାହିଁ, ବରଂ ଯାହାକୁ ହୃଦୟରୁ ଗ୍ରହଣ କରାଯାଏ, ସେ ଆପଣଙ୍କର ନିଜର ହୋଇଯାଏ....🙏ଜୟ ଜଗନ୍ନାଥ🙏
❤16👏1
ଯଦି କେବେବି କୌଣସି ଭଲ ଲୋକ ଦ୍ଵାରା କିଛି ଭୁଲ ହୋଇଯାଏ ତେବେ ତାର ଭୁଲ କୁ କ୍ଷମା କରିଦିଅନ୍ତୁ....
କାହିଁକିନା ଗୋଟେ ମୋତି ବି ହେଉନା କାହିଁକି ଅଳିଆରେ ପଡିଗଲେ ମଧ୍ୟ, ତାର ମୂଲ୍ୟ କେବେ କମ୍ ହୁଏ ନାହିଁ....🙏ଜୟ ଜଗନ୍ନାଥ🙏
❤8👏4
ସମର୍ପି ଦେଇଛି ସବୁକିଛି ତୁମ ଚରଣେ ତୁମେ ସର୍ବଦା ସ୍ମରଣେ ଥିବ ହେ ମହାପ୍ରଭୁ... 🙏ଜୟ ଜଗନ୍ନାଥ 🙏
🙏5❤1👏1
ଗର୍ବ ଅହଙ୍କାର ଜମା କରିବେ ନାହିଁ, କାରଣ ଗର୍ବିଲୋକଙ୍କ ମୁଣ୍ଡକୁ ଭଗବାନ କେବେନା କେବେ ନିଶ୍ଚୟ ତଳକୁ କରିଦିଅନ୍ତି । ଅହଂକାରୀ ରାବଣଙ୍କର ୧୦ଟି ମୁଣ୍ଡ ଥିଲା, କିନ୍ତୁ ସେ ଗୋଟିଏକୁ ମଧ୍ୟ ବଞ୍ଚାଇ ପାରିଲେ ନାହିଁ...🙏ଜୟ ଜଗନ୍ନାଥ🙏
❤12👍1👏1