Odisha Job News Channel
24.5K subscribers
1.89K photos
3 videos
166 files
3.49K links
Odishapost news is a purely odia channel.
It's include with JOB VACANCIES AND NEWS.
JAY JAGANNATH

Get Odisha Free Job Alert Notification Please Visit our website- https://odishagovjob.com/

Please Subscribe
Download Telegram
ବିନା ପରିଶ୍ରମରେ ସଫଳତା ମିଲିରେ , ତାକୁ ସଫଳତା ନୁହେଁ ଭାଗ୍ୟ କୁହନ୍ତି । ଆଉ ପରିଶ୍ରମ କରି ସଫଳତା ପଇଲେ, ତାକୁ ଉପଲବ୍ଧି ଆଉ ଆତ୍ମସମ୍ମାନ କୁହାଯାଏ... 🙏ଜୟ ଜଗନ୍ନାଥ 🙏
❤8
RI MAIN 2023 ANSWER KEY
ଭାଗ୍ୟ ତ ଭଗବାନ ଲେଖିଥାନ୍ତି,କିନ୍ତୁ ସେ କଲମ ମଣିଷର କର୍ମ ଦ୍ୱାରା ହିଁ ଚାଲିଥାଏ.....🙏ଜୟ ଜଗନ୍ନାଥ 🙏
❤7👍5👏1
ତାଙ୍କରି ଚରଣେ ଶରଣ ପଶିଲେ ଲଭିବୁ ଅଶେଷ ପୁଣ୍ୟ...ଭଜୁଥାରେ ମନ ଜଗନ୍ନାଥ ନାମ ବସି ତୁହି ରାତି ଦିନ....🙏ଜୟ ଜଗନ୍ନାଥ 🙏
🙏9👏2
ଦୁନିଆ ରେ କିଛି ସ୍ଥାୟୀ ନୁହେଁ, ତେଣୁ ନିଜକୁ ଅଧିକ ଚାପରେ ରଖନ୍ତୁ ନାହିଁ ....
କାରଣ ପରିସ୍ଥିତି ଯେତେ ଖରାପ ହେଲେ ମଧ୍ୟ ଏହା ବଦଳିଯିବ....🙏ଜୟ ଜଗନ୍ନାଥ 🙏
❤14👏6
ଭକ୍ତଜନପ୍ରିୟ ସଂସାରତାରକ
ଆହେ ଦୀନନାଥ ମାଧବ,
ଜପିଲେ ତୋହର ଅମୃତ ନାମକୁ କିପରି ନିଷ୍ଠୁର ହୋଇବ ଦଇବ...🙏ଜୟ ଜଗନ୍ନାଥ 🙏l
❤8👏4
ଯେଉଁ ଠାରେ ସମସ୍ତେ ଭୁଲ ରାସ୍ତା ଦେଇ ଆଗକୁ ବଢ଼ୁଥାନ୍ତି, ସେଠାରେ ନିଜେ ସଚ୍ଚୋଟ ହୋଇ ଠିକ୍ ରାସ୍ତା ରେ ଆଗକୁ ଯିବା କଷ୍ଟକର ହୋଇ ପଡେ....🙏ଜୟ ଜଗନ୍ନାଥ 🙏
👏7❤4
ସୁଦାମାକୁ ସବୁ ଯେବେ କଲେ ପରିହାସ
କାଳିଆ ତୋର ଆଖିରୁ ବୋହିଲା ଲୁହ,
ସଖା ତୋ'ଭଳି ସତେ ନାହିଁ ଏ ଜଗତେ
ଖୁଦ ଭଜା ଲାଗି ତ୍ୟଜିଲା ତ୍ରିଭୁବନ ମୋହ... 🙏ଜୟ ଜଗନ୍ନାଥ 🙏
❤5
ମୁହଁର ସୌନ୍ଦର୍ଯ୍ୟ କିଛି ସମୟ ପର୍ଯ୍ୟନ୍ତ, କିନ୍ତୁ ମନର ବ୍ୟବହାର ସାରା ଜୀବନ ଲୋକଙ୍କ ମନରେ ରହିଯାଏ

ସୁନ୍ଦର୍ ମୁହଁ ନୁହେଁ, ଭଲ ବ୍ୟବହାର ହେଉଛି ମଣିଷର ଅସଲ ପରିଚୟ🙏⭕‼️⭕
👍11👏1