Odisha Job News Channel
24.5K subscribers
1.89K photos
3 videos
166 files
3.49K links
Odishapost news is a purely odia channel.
It's include with JOB VACANCIES AND NEWS.
JAY JAGANNATH

Get Odisha Free Job Alert Notification Please Visit our website- https://odishagovjob.com/

Please Subscribe
Download Telegram
ଗୋଟିଏ ଭୁଲ ଅନେକ ଭୁଲ କରିବା ପାଇଁ ବାଧ୍ୟ କରାଏ....
କିନ୍ତୁ ଗୋଟିଏ ଭଲ କାମ ଅନେକ ଭଲ କାମ କରିବା ପାଇଁ ପ୍ରେରଣା ଯୋଗାଏ.. ନିଷ୍ପତି ଆପଣଙ୍କ ହାତରେ....
🙏ଜୟ ଜଗନ୍ନାଥ🙏
❤9👏1
ବ୍ୟବହାର ଜାଣି ନଥିଲେ ସମ୍ମାନର ମୂଲ୍ୟ ନାହିଁ, ସମ୍ପର୍କ ଭଲ ନଥିଲେ ସମ୍ପତିର ମୂଲ୍ୟ ନାହିଁ । ସଂସ୍କାର ନଥିଲେ ବିଦ୍ୟାର ମୂଲ୍ୟ ନାହିଁ, ପରିବାର ସନ୍ତୁଷ୍ଟ ନଥିଲେ ମନ୍ଦିରକୁ ଯିବାର ମୂଲ୍ୟ ନାହିଁ... ଚରିତ୍ର ନଥିଲେ ଚେହେରାର ମୂଲ୍ୟ ନାହିଁ... 🙏ଜୟ ଜଗନ୍ନାଥ 🙏
❤5🙏3👏2
ଚପଲ ଠାରୁ ବଡ ଯୋଡ଼ି ଦୁନିଆରେ ଆଉ କିଛି ନାହିଁ....
ଯଦି ଗୋଟିଏ ଚପଲ ହଜିଯାଏ ତେବେ ଅନ୍ୟ ଜଣଙ୍କ ଜୀବନ ମଧ୍ୟ ଶେଷ ହୋଇଯାଏ....
🙏ଜୟ ଜଗନ୍ନାଥ🙏
❤6🙏2👏1
ବ୍ୟବହାର ଜାଣି ନଥିଲେ ସମ୍ମାନର ମୂଲ୍ୟ ନାହିଁ, ସମ୍ପର୍କ ଭଲ ନଥିଲେ ସମ୍ପତିର ମୂଲ୍ୟ ନାହିଁ । ସଂସ୍କାର ନଥିଲେ ବିଦ୍ୟାର ମୂଲ୍ୟ ନାହିଁ, ପରିବାର ସନ୍ତୁଷ୍ଟ ନଥିଲେ ମନ୍ଦିରକୁ ଯିବାର ମୂଲ୍ୟ ନାହିଁ... ଚରିତ୍ର ନଥିଲେ ଚେହେରାର ମୂଲ୍ୟ ନାହିଁ... 🙏ଜୟ ଜଗନ୍ନାଥ 🙏
❤14👏1
ଦେହ ଆରାମ ଖୋଜୁଥାଏ, ପରିସ୍ଥିତି ଧନ ଖୋଜୁଥାଏ, ମନ ଶାନ୍ତି ଖୋଜୁଥାଏ ଏବଂ ହୃଦୟ ନିଜ ଆପଣାର ଲୋକମାନଙ୍କୁ ଖୋଜୁଥାଏ । ଯଦି ଏହା ଭିତରୁ ଗୋଟିଏ ମିଳେ, ତେବେ ଅନ୍ୟଟି ଛପିଯାଏ । ଯିଏ ଏହି ସମସ୍ତଙ୍କ ଭିତରେ ସନ୍ତୁଳନ ରଖି, ସବୁ ଦିଗର ଆନନ୍ଦ ଉଠାଇପାରେ, ତାକୁ ଭାଗ୍ୟବାନ ବୋଲି କୁହାଯାଏ ....🙏ଜୟ ଜଗନ୍ନାଥ🙏
❤8👍6🙏3👏1
ମଣିଷ ଅନ୍ୟ କୌଣସି କ୍ଷେତ୍ରରେ ହାରିଗଲେ ଏତେ ଫରକ୍ ପଡେନି....
କିନ୍ତୁ ଯଦି ଏକ ନିବିଡ ସମ୍ପର୍କ ପାଖରେ ହାରିଯାଏ, ତାହେଲେ ସେହି ଯନ୍ତଣା ର କ୍ଷତ କେବେ ଶୁଖେନା ....🙏ଜୟ ଜଗନ୍ନାଥ🙏
👍9❤6👏1
କିଛି ଲୋକ ଟିକିଏ ଜ୍ଞାନ, ପୁଳାଏ ଧନ ହୋଇଗଲେ ଅହଙ୍କାରରେ ଆକାଶରେ ଉଡ଼ି ବୁଲନ୍ତି....ସେମାନେ ଭୁଲି ଯାଆନ୍ତି ଯେ, ଉଡୁଥିବା ମେଞ୍ଚାଏ ଧୂଳି ବି କେଇ ଟୋପା ବର୍ଷା ମାଡ଼ରେ ତଳେ ପଡି ପୁଣି ମାଟିରେ ମିଶିଯାଆନ୍ତି....🙏ଜୟ ଜଗନ୍ନାଥ🙏
❤5👏2
ସାତ ମହଲା କୋଠା ଥାଇ କଣ ଲାଭ ଯଦି ଘରେ ଶାନ୍ତି ନାହିଁ? 🏠✨ ଯଦି ପରିବାର ସାଥିରେ ଅଛି, ତେବେ କୁଡ଼ିଆ ଘରର ଖୁଦ ଭାତ ବି ସ୍ଵର୍ଗ ପରି ଲାଗେ। ମଣିଷ ପାଇଁ ସବୁଠୁ ବଡ଼ ସମ୍ପତ୍ତି ହେଉଛି ତାର ପରିବାର ଏବଂ ମନର ଶାନ୍ତି... 🙏ଜୟ ଜଗନ୍ନାଥ 🙏
❤13👏2
ଇଛା ଓ ଆବଶ୍ୟକତା ଭିତରେ ଥିବା ପାର୍ଥକ୍ୟକୁ ଭଲ ଭାବରେ ବୁଝି ପାରିଲେ, ଜୀବନରେ ସମସ୍ୟା ଟିକେ ହାଲକା ହୋଇଯାଏ....🙏ଜୟ ଜଗନ୍ନାଥ🙏
👏3❤2