Odisha Job News Channel
24.5K subscribers
1.89K photos
3 videos
166 files
3.49K links
Odishapost news is a purely odia channel.
It's include with JOB VACANCIES AND NEWS.
JAY JAGANNATH

Get Odisha Free Job Alert Notification Please Visit our website- https://odishagovjob.com/

Please Subscribe
Download Telegram
ଆଚରଣରେ ଉଦାରତା....କଥାରେ ମାଧୁର୍ଯ୍ୟତା....ଏବଂବ୍ୟବହାରରେ ବନ୍ଧୁତ୍ବତା ସର୍ବଦା ଜଣେ ବ୍ୟକ୍ତିକୁ ସମ୍ମାନଜନକ କରିଥାଏ....🙏ଜୟ ଜଗନ୍ନାଥ🙏
❤4👏2🙏2
ଦୀପ ତା'ର ପରିଚୟ କହେ ନାହିଁ କେବଳ ପ୍ରକାଶ କରିଥାଏ....ଠିକ ସେହିପରି
ନିଜର ପରିଚୟ କାହା ଆଗରେ ପ୍ରକାଶ କରିବା କିଛି ଆବଶ୍ୟକତା ନାହିଁ , ସଠିକ୍ କର୍ମ କରିଚାଲନ୍ତୁ ଦେଖିବେ ତାହା ହିଁ ନିଜର ପରିଚୟ ହେବ....🙏ଜୟ ଜଗନ୍ନାଥ🙏
👏8
ସମୟ ଆଉ ସଂସ୍କାର ଏ ଦୁଇଟିଯାକ ଆମ ସଫଳ ଜୀବନରେ ନିହାତି ଆବଶ୍ୟକ....
ସମୟ ଖରାପ ଚାଲିଥିଲେ ସଂସ୍କାରର ମାନେ କିଛି ନଥାଏ ଆଉ ଉତ୍ତମ ସଂସ୍କାର ନଥିଲେ ସମୟର ମାନେ କିଛି ନଥାଏ....🙏ଜୟ ଜଗନ୍ନାଥ🙏
👏9❤1
ସତ୍ୟବାଦୀ ଲୋକଙ୍କୁ ମଧ୍ୟ ସେତିକି ଭରସା କରନ୍ତୁ, ଯେତିକି ଔଷଧ ଉପରେ ଭରସା କରୁଛନ୍ତି....
ନିଶ୍ଚୟ ସେମାନେ କେବେ କେବେ କଡ଼ା ଲାଗିପାରନ୍ତି, କିନ୍ତୁ ଆପଣଙ୍କ ପାଇଁ ଲାଭଦାୟକ ହେବେ....🙏ଜୟ ଜଗନ୍ନାଥ🙏
👏5❤4
ସବୁ ବେଳେ ଏକା ଠିଆ ହେବାର ସାହାସ ରଖନ୍ତୁ....
କାରଣ ଏଦୁନିଆ ଜ୍ଞାନ ଦିଏ ସାଥିରେ ଠିଆ ହୁଏ ନାହିଁ....🙏ଜୟ ଜଗନ୍ନାଥ🙏
❤7👏5
ବାହାର ଦୁନିଆ ଯାହା ଦିଶୁଛି ତାହା ଜୀବନ ନୁହେଁ ନିଜ ଘରର ପରିସ୍ଥିତି ଅନୁଯାୟୀ ବଞ୍ଚିବାକୁ ଜୀବନ କୁହାଯାଏ....କେବେବି ନିଜକୁ ଅନ୍ୟମାନଙ୍କ ସହିତ ତୁଳନା ନ କରି ବଞ୍ଚିବା ଶିଖନ୍ତୁ....🙏ଜୟ ଜଗନ୍ନାଥ🙏
❤9👍4👏2
ଦୁଃଖରେ ଜୀବନ ବିତାଇ ପାରିଲେ ଶିଖିବା ଅନେକ କଥା,ସୁଖ ଆସିଗଲେ ପଛ କଥା ଭାବି ଅସତ୍ୟ ପଥ ରୋକିବା...🙏ଜୟ ଜଗନ୍ନାଥ 🙏
❤2
"ବିଶ୍ୱାସ" ଗୋଟିଏ ଛୋଟ ଶବ୍ଦ....ଏହାକୁ ପଢିବାକୁ ଗୋଟିଏ ସେକେଣ୍ଡ ଲାଗେ, ଭାବିବାକୁ ଗୋଟିଏ ମିନିଟ୍ ଲାଗେ, ବୁଝିବାକୁ ଗୋଟିଏ ଦିନ ଲାଗେ, କିନ୍ତୁ ପ୍ରମାଣ କରିବାକୁ ସମ୍ପୂର୍ଣ୍ଣ ଜୀବନ ଲାଗିଯାଏ....🙏ଜୟ ଜଗନ୍ନାଥ 🙏
👏5❤4
କେହି ଆପଣଙ୍କୁ ଭଲ ପାଉ କି ନପାଉ, ବିଶ୍ଵାସ କରୁ କି ନକରୁ ଯଦି ଆପଣ ନିଜେ ଏସବୁ ନିଜକୁ ଦେଇ ପାରନ୍ତି ତା'ହେଲେ ଦୁନିଆଁର କୌଣସି ଶକ୍ତି ଆପଣଙ୍କୁ ସଫଳ ହେବାରେ ଏବଂ ଖୁସିରେ ବଞ୍ଚିବାରେ ଅଟକାଇ ପାରିବ ନାହିଁ....🙏ଜୟ ଜଗନ୍ନାଥ🙏
👏5❤4