*✍️ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ GK One Liner ପ୍ରଶ୍ନ ✍️*
*1. ଭଗବାନ ବୁଦ୍ଧ ଜ୍ଞାନ କେଉଁଠାରେ ପ୍ରାପ୍ତ କରିଥିଲେ?*
*ଉତ୍ତର:* ବୋଧଗୟା
*2. ଆର୍ଯ୍ୟ ସମାଜର ସ୍ଥାପନା କିଏ କରିଥିଲେ?*
*ଉତ୍ତର:* ସ୍ୱାମୀ ଦୟାନନ୍ଦ ସରସ୍ୱତୀ
*3. ପଞ୍ଜାବୀ ଭାଷାର ଲିପି କ’ଣ?*
*ଉତ୍ତର:* ଗୁରୁମୁଖୀ
*4. ଭାରତର ମୁଖ୍ୟ ଭୂଖଣ୍ଡର ଦକ୍ଷିଣତମ ପ୍ରାନ୍ତ କେଉଁଟି?*
*ଉତ୍ତର:* କନ୍ୟାକୁମାରୀ
*5. ଭାରତରେ ସର୍ବପ୍ରଥମେ ସୂର୍ଯ୍ୟ କେଉଁ ରାଜ୍ୟରେ ଉଦୟ ହୁଏ?*
*ଉତ୍ତର:* ଅରୁଣାଚଳ ପ୍ରଦେଶ
*6. ଇନସୁଲିନ କେଉଁ ରୋଗର ଚିକିତ୍ସାରେ ବ୍ୟବହାର ହୁଏ?*
*ଉତ୍ତର:* ମଧୁମେହ
*7. ବିହୁ କେଉଁ ରାଜ୍ୟର ପ୍ରସିଦ୍ଧ ପର୍ବ?*
*ଉତ୍ତର:* ଆସାମ
*8. ଅଁଳାରେ କେଉଁ ଭିଟାମିନ୍ ପ୍ରଚୁର ପରିମାଣରେ ମିଳେ?*
*ଉତ୍ତର:* ଭିଟାମିନ୍ C
*9. ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ କିଏ ଥିଲେ?*
*ଉତ୍ତର:* ୱିଲିୟମ୍ ବେଣ୍ଟିଙ୍କ୍
*10. କାଗଜର ଆବିଷ୍କାର କେଉଁ ଦେଶରେ ହୋଇଥିଲା?*
*ଉତ୍ତର:* ଚୀନ
*11. ଗୌତମ ବୁଦ୍ଧଙ୍କ ପିଲାଦିନର ନାମ କ’ଣ ଥିଲା?*
*ଉତ୍ତର:* ସିଦ୍ଧାର୍ଥ
*12. ଭାରତରେ ସଶସ୍ତ୍ର ବଳର ସର୍ବୋଚ୍ଚ ସେନାପତି କିଏ?*
*ଉତ୍ତର:* ରାଷ୍ଟ୍ରପତି
*13. ରାତିକଣା କେଉଁ ଭିଟାମିନ୍ ଅଭାବରୁ ହୁଏ?*
*ଉତ୍ତର:* ଭିଟାମିନ୍ A
*14. ପୋଙ୍ଗଲ କେଉଁ ରାଜ୍ୟର ପର୍ବ?*
*ଉତ୍ତର:* ତାମିଲନାଡୁ
*15. ଗିଦ୍ଦା ଓ ଭାଙ୍ଗଡ଼ା କେଉଁ ରାଜ୍ୟର ଲୋକନୃତ୍ୟ?*
*ଉତ୍ତର:* ପଞ୍ଜାବ
*16. ଟେଲିଭିଜନର ଆବିଷ୍କାର କିଏ କରିଥିଲେ?*
*ଉତ୍ତର:* ଜନ୍ ଲୋଗି ବେୟାର୍ଡ
*17. ଭାରତର ପ୍ରଥମ ମହିଳା ଶାସିକା କିଏ ଥିଲେ?*
*ଉତ୍ତର:* ରଜିୟା ସୁଲତାନ
*18. ମାଛ କାହା ସାହାଯ୍ୟରେ ନିଶ୍ୱାସ ନିଏ?*
*ଉତ୍ତର:* ଗାଲି
*19. ‘ଇନକିଲାବ ଜିନ୍ଦାବାଦ’ ସ୍ଲୋଗାନ କିଏ ଦେଇଥିଲେ?*
*ଉତ୍ତର:* ଭଗତ ସିଂହ
*20. ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ କେବେ ଓ କେଉଁଠାରେ ହୋଇଥିଲା?*
*ଉତ୍ତର:* 1919 ମସିହା, ଅମୃତସର
*21. 1939 ରେ କଂଗ୍ରେସ ଛାଡ଼ିବା ପରେ ସୁଭାଷ ଚନ୍ଦ୍ର ବୋଷ କେଉଁ ଦଳ ଗଠନ କରିଥିଲେ?*
*ଉତ୍ତର:* ଫରୱାର୍ଡ ବ୍ଲକ
*22. ‘ପଞ୍ଜାବ କେସରୀ’ କାହାକୁ କୁହାଯାଏ?*
*ଉତ୍ତର:* ଲାଲା ଲାଜପତ ରାୟ
*23. ସାଣ୍ଡର୍ସଙ୍କୁ କିଏ ହତ୍ୟା କରିଥିଲେ?*
*ଉତ୍ତର:* ଭଗତ ସିଂହ
*24. 1857 ବିଦ୍ରୋହରେ ସର୍ବପ୍ରଥମେ କିଏ ବଳିଦାନ ଦେଇଥିଲେ?*
*ଉତ୍ତର:* ମଙ୍ଗଳ ପାଣ୍ଡେ
*25. ଭାରତର ପ୍ରଥମ ମହିଳା ରାଜ୍ୟପାଳ କିଏ ଥିଲେ?*
*ଉତ୍ତର:* ସରୋଜିନୀ ନାଇଡୁ
*26. ମାଉଣ୍ଟ ଏଭରେଷ୍ଟରେ ଦୁଇଥର ଚଢ଼ିଥିବା ପ୍ରଥମ ମହିଳା କିଏ?*
*ଉତ୍ତର:* ସନ୍ତୋଷ ଯାଦବ
*27. ‘ବ୍ରହ୍ମ ସମାଜ’ର ସ୍ଥାପନା କିଏ କରିଥିଲେ?*
*ଉତ୍ତର:* ରାଜା ରାମମୋହନ ରାୟ
*28. ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ମୂଳ ନାମ କ’ଣ ଥିଲା?*
*ଉତ୍ତର:* ମୂଳଶଙ୍କର
*29. ‘ବେଦକୁ ଫେର’ ନାରା କିଏ ଦେଇଥିଲେ?*
*ଉତ୍ତର:* ଦୟାନନ୍ଦ ସରସ୍ୱତୀ
*30. ‘ରାମକୃଷ୍ଣ ମିଶନ’ର ସ୍ଥାପନା କିଏ କରିଥିଲେ?*
*ଉତ୍ତର:* ସ୍ୱାମୀ ବିବେକାନନ୍ଦ
*31. ଭାସ୍କୋ-ଡା-ଗାମା ଭାରତ କେବେ ଆସିଥିଲେ?*
*ଉତ୍ତର:* 1498 ମସିହା
*32. ଭାସ୍କୋ-ଡା-ଗାମା କେଉଁ ଦେଶର ଥିଲେ?*
*ଉତ୍ତର:* ପର୍ତ୍ତୁଗାଲ
*33. ହାୱା ମହଲ କେଉଁଠାରେ ଅବସ୍ଥିତ?*
*ଉତ୍ତର:* ଜୟପୁର
*34. ଶିଖ ଧର୍ମର ପ୍ରତିଷ୍ଠାତା କେଉଁ ଶିଖ ଗୁରୁଙ୍କୁ ମନାଯାଏ?*
*ଉତ୍ତର:* ଗୁରୁ ନାନକ ଦେବ
*35. ଶିଖମାନଙ୍କର ମୁଖ୍ୟ ପର୍ବ କ’ଣ?*
*ଉତ୍ତର:* ବୈଶାଖୀ

❤22
ନିଜର ଶକ୍ତି କେତେ ଅଛି ନିଜେ ଅବଗତ ହେଇ, ନିର୍ଭିକ ଭାବେ ଜୀବନ ଜିଇଁବା ହିଁ ଜୀବନର ଏକ ଅନନ୍ୟ ଉପଲବ୍ଧି... 🙏ଜୟ ଜଗନ୍ନାଥ 🙏
ସ୍ୱପ୍ନ କେବଳ ରାତିରେ ଦେଖାଯାଏ ନାହିଁ,
ସେହି ସ୍ୱପ୍ନକୁ ସତ୍ୟ କରିବା ପାଇଁ ଦିନରାତି ଯେ ସଂଘର୍ଷ କରାଯାଏ ତାପରେ ଯାଇ ସ୍ୱପ୍ନ ସାକାର ହେଇଥାଏ...🙏ଜୟ ଜଗନ୍ନାଥ 🙏
ସେହି ସ୍ୱପ୍ନକୁ ସତ୍ୟ କରିବା ପାଇଁ ଦିନରାତି ଯେ ସଂଘର୍ଷ କରାଯାଏ ତାପରେ ଯାଇ ସ୍ୱପ୍ନ ସାକାର ହେଇଥାଏ...🙏ଜୟ ଜଗନ୍ନାଥ 🙏
❤7👏7
ଈଶ୍ୱରଙ୍କ ଉତ୍ତର ହୁଏତ ଟିକେ ବିଳମ୍ବରେ ମିଳିପାରେ....କିନ୍ତୁ ସବୁଠାରୁ ଚମତ୍କାର ହୋଇଥାଏ....🙏ଜୟ ଜଗନ୍ନାଥ🙏
🙏8❤7👏6
ପରିଶ୍ରମର କଲମ ରେ ଯାହା ଲେଖାଯାଏ ତାହା ମଣିଷ ଜୀବନ କୁ ସାର୍ଥକ କରେ....🙏ଜୟ ଜଗନ୍ନାଥ🙏
🙏5👏3
ଲୋକମାନେ ଏପରି ଏକ ସମ୍ପର୍କ ଚାହାଁନ୍ତି ଯାହା କେବଳ ଦୃଶ୍ୟମାନ ହେଉ, ପ୍ରକୃତରେ ତାହା ଥାଉ କି ନଥାଉ....
ଆଜି ଆମେ ସମସ୍ତଙ୍କ ମଧ୍ୟରେ ଏପରି ଏକ ସମ୍ପର୍କ ଚାହିଁବା, ଯାହା ଦୃଶ୍ୟମାନ ନୁହେଁ, କିନ୍ତୁ ପ୍ରକୃତରେ ବିଦ୍ୟମାନ ଥାଉ........🙏ଜୟ ଜଗନ୍ନାଥ🙏
ଆଜି ଆମେ ସମସ୍ତଙ୍କ ମଧ୍ୟରେ ଏପରି ଏକ ସମ୍ପର୍କ ଚାହିଁବା, ଯାହା ଦୃଶ୍ୟମାନ ନୁହେଁ, କିନ୍ତୁ ପ୍ରକୃତରେ ବିଦ୍ୟମାନ ଥାଉ........🙏ଜୟ ଜଗନ୍ନାଥ🙏
❤5👏4
ତାଙ୍କରି ଚରଣେ ଶରଣ ପଶିଲେ ଲଭିବୁ ଅଶେଷ ପୁଣ୍ୟ,ଭଜୁଥାରେ ମନ ଜଗନ୍ନାଥ ନାମ ବସି ତୁହି ରାତି ଦିନ...🙏ଜୟ ଜଗନ୍ନାଥ 🙏
🙏6👏3❤2
କ୍ଷୀର, ଦହି, ପନିର, ଲହୁଣୀ, ଏବଂ ଘିଅ ସମସ୍ତେ ଗୋଟିଏ ଉତ୍ସରୁ ଆସିଥାନ୍ତି ତଥାପି ପ୍ରତ୍ୟେକର ସ୍ୱାଦ, ବ୍ୟବହାର ଏବଂ ମୂଲ୍ୟ ଭିନ୍ନ ଭିନ୍ନ ହୋଇଥାଏ....🙏ଜୟ ଜଗନ୍ନାଥ 🙏
👍5👏2