ନିଜର ଶକ୍ତି କେତେ ଅଛି ନିଜେ ଅବଗତ ହେଇ, ନିର୍ଭିକ ଭାବେ ଜୀବନ ଜିଇଁବା ହିଁ ଜୀବନର ଏକ ଅନନ୍ୟ ଉପଲବ୍ଧି... 🙏ଜୟ ଜଗନ୍ନାଥ 🙏
🙏9❤2👏1
ତୁମ ଠାରୁ ଆରମ୍ଭ ତୁମ ଠାରୁ ଶେଷ...ତୁମେ ମୋର ଭୋକ ତୁମେ ହିଁ ଶୋଷ🥰... 🙏ଜୟ ଜଗନ୍ନାଥ 🙏
❤4👏2
"ଭଲ ଲୋକ" ଅତ୍ୟନ୍ତ ଶସ୍ତା ହୋଇଥାନ୍ତି, ମିଠା କହନ୍ତୁ ଏବଂ କିଣିନିଅନ୍ତୁ....
ବୋଧହୁଏ ସେଇଥିପାଇଁ ଲୋକମାନେ ତାଙ୍କର "ମୂଲ୍ୟ" ବୁଝିପାରନ୍ତି ନାହିଁ....
🙏ଜୟ ଜଗନ୍ନାଥ🙏
ବୋଧହୁଏ ସେଇଥିପାଇଁ ଲୋକମାନେ ତାଙ୍କର "ମୂଲ୍ୟ" ବୁଝିପାରନ୍ତି ନାହିଁ....
🙏ଜୟ ଜଗନ୍ନାଥ🙏
👏7❤5
ମନୁଷ୍ୟଙ୍କ "ମନ" ଭିତରେ ଯେପରି "ଚିନ୍ତା" ଥାଏ, ତାଙ୍କର "କର୍ମ" ମଧ୍ୟ ସେହିପରି ହୁଏ....
🙏ଜୟ ଜଗନ୍ନାଥ🙏
🙏ଜୟ ଜଗନ୍ନାଥ🙏
👍6❤1👏1
ଯେଉଁମାନଙ୍କୁ ଖୁସି କରିବା ପାଇଁ ଆପଣ ନିଜର ସମୟ ଓ ଶକ୍ତି ଖର୍ଚ୍ଚ କରୁଛନ୍ତି, ସେମାନେ ଆପଣଙ୍କ ପାଇଁ କିଛି କରୁଛନ୍ତି ନା ନାହିଁ ସେ କଥା ଉପରେ ବି ଧ୍ୟାନ ଦିଅନ୍ତୁ....
ଏକତରଫା ତ୍ୟାଗ କରି ଦୁଃଖକଷ୍ଟ ସହି ମହାନ୍ ହେବା ଅପେକ୍ଷା, ନିଜ ଖୁସି ପାଇଁ କିଛି କରିବା ଭଲ....🙏ଜୟ ଜଗନ୍ନାଥ🙏
ଏକତରଫା ତ୍ୟାଗ କରି ଦୁଃଖକଷ୍ଟ ସହି ମହାନ୍ ହେବା ଅପେକ୍ଷା, ନିଜ ଖୁସି ପାଇଁ କିଛି କରିବା ଭଲ....🙏ଜୟ ଜଗନ୍ନାଥ🙏
❤6👏3💩1
ଗର୍ବ କାହିଁକି କରିବା ବନ୍ଧୁ, ଆମେ ଜାଣିଚ୍ଛେ ଆମ ଜୀବନରେ ନିଶ୍ଚିତ ଦିନେ ଏପରି ଏକ ରାତି ଆସିବ....
ଯାହା ପରେ ଆଉ କେବେ ସକାଳ ହେବ ନାହିଁ....🙏ଜୟ ଜଗନ୍ନାଥ🙏
ଯାହା ପରେ ଆଉ କେବେ ସକାଳ ହେବ ନାହିଁ....🙏ଜୟ ଜଗନ୍ନାଥ🙏
👏4❤3
ସମୟ ମାଗଣାରେ ମିଳିଥାଏ କିନ୍ତୁ ଏହା ଅମୂଲ୍ୟ , ସମୟକୁ କେହି ଅଟକାଇ ରଖିପାରିବା ନାହିଁ କିନ୍ତୁ ଖର୍ଚ୍ଚ କରିପାରିବା,ହେଲେ ଥରେ ଯଦି ଏହି ସମୟକୁ ହାତଛଡା କରି ଦେଲେ ତ ଆଉ ମିଳିବ ନାହିଁ... 🙏ଜୟ ଜଗନ୍ନାଥ🙏
ଶରୀର ସୁନ୍ଦର ଥାଉ କି ନଥାଉ ଶବ୍ଦଗୁଡ଼ିକ ସୁନ୍ଦର ହେବା ନିହାତି ଦରକାର କାହିଁକି ନା ଲୋକେ ଚେହେରା ଭୁଲି ଯାଆନ୍ତି କିନ୍ତୁ କହିଥିବା କେଇପଦ କଥା ମନ ଭିତରେ ବସା ବାନ୍ଧି ରହିଯାଏ... 🙏ଜୟ ଜଗନ୍ନାଥ🙏
❤4👍2👏1
ନିଜର ଲକ୍ଷକୁ ପାଇବା ପାଇଁ ନିଜ ଭିତରେ ଇଛାଶକ୍ତି ଏତେ ରହିବା ଆବଶ୍ୟକ, ଯେମିତି ସବୁଦିନ ସକାଳୁ ଆପଣ ଶୀଘ୍ର ଉଠିବା ପାଇଁ ବାଧ୍ୟ ହୋଇଯିବେ...🙏ଜୟ ଜଗନ୍ନାଥ🙏
👏6🍌2
ଯେଉଁ ସମ୍ପର୍କ ଗୁଡ଼ିକ ହଠାତ୍ ଆପଣଙ୍କର ଶତ୍ରୁ ହୋଇଯାଆନ୍ତି, କେଉଁଠି ନା କେଉଁଠି ସେମାନେ ଆପଣଙ୍କୁ ବହୁତ ଦିନ ଧରି ଘୃଣା କରିଆସୁଛନ୍ତି । କିନ୍ତୁ ଆପଣଙ୍କୁ ଏହା ବିଳମ୍ବରେ ଏଥିପାଇଁ ଜଣାପଡିଥାଏ, କାରଣ ସେମାନେ ଭଲ ଭାବରେ ଅଭିନୟ କରିଥାନ୍ତି... 🙏ଜୟ ଜଗନ୍ନାଥ🙏
❤3👏3