Odisha Job News Channel
24.5K subscribers
1.89K photos
3 videos
166 files
3.48K links
Odishapost news is a purely odia channel.
It's include with JOB VACANCIES AND NEWS.
JAY JAGANNATH

Get Odisha Free Job Alert Notification Please Visit our website- https://odishagovjob.com/

Please Subscribe
Download Telegram
ଜୀବନରେ ଯାହା ବି କରନ୍ତୁ ନା କାହିଁକି, କେବେ କାହା ସହ ଯୁକ୍ତି କରନ୍ତୁ ନାହିଁ । କିଛି ମଣିଷ ଏମିତି ଥାନ୍ତି ସେମାନେ ଯାହା କୁହନ୍ତି ସେଇଟା ହିଁ ଠିକ୍, ଆଉ ତାଙ୍କ ସହ ଯୁକ୍ତି କଲେ... ଜିତି ତ ପାରିବନି ଓଲଟା ଆପଣଙ୍କର ସମ୍ମାନ ହାନି ହେବ... 🙏ଜୟ ଜଗନ୍ନାଥ🙏
🙏17❤8👍3👏2
Angul District
Angul → ANUGOLA
Pallahara → PALALAHADA
Talcher → TALACHER

Balangir District
Bolangir → BALANGIR
Bangamunda → BANGOMUNDA

Baleshwar (Balasore) District
Balasore → BALESHWAR
Nilgiri → NILAGIRI
Soro → SORA

Bargarh District
Bargarh → BARAGADA
Rajborasambar → RAJBODASAMBAR

Bhadrak District
Bonth → BANTA

Boudh District
Boudhgarh → BOUDHAGADA

Cuttack District
Cuttack → KATAKA
Salipur → SALEPUR
Baramba → BADAMBA
Athagarh → ATHAGADA

Deogarh District
Deogarh → DEBAGADA
Reamal → RIAMAL

Ganjam District
Berhampur → BRAHMAPUR
Hinjilicut → HINJILIKATU
Aska → ASIKA
Surada → SORADA

Jajpur District
Dasarathpur → DASHARATHPUR
Dharmasala → DHARMASHALA

Jharsuguda District
Belpahar → BELPAHAD

Kalahandi District
Junagarh → JUNAGADA
Dharamgarh → DHARMAGADA
Jaipatna → JAYAPATANA
Lanjigarh → LANJIGADA
Bhawanipatna → BHABANIPATANA

Kandhamal District
Kandhamal → KANDHAMALA

Kendrapara District
Kendrapara → KENDRAPADA
Aul → AALI
Mahakalapada → MAHAKALAPADA

Keonjhar District
Keonjhar → KENDUJHAR
Barbil → BADABIL
Keonjhargarh → KENDUJHARGADA

Khordha District
Khurda → KHORDHA
Bolagarh → BOLAGADA
Banpur → BANAPUR
Jatni → JATANI

Malkangiri District
Podia → PADIA

Mayurbhanj District
Betanati → BETANATI
Samakhunta → SHAMAKHUNTA
Moroda → MORADA
Rasgovindpur → RASAGOBINDAPUR
Panchpir → PANCHAPIDHA
Nabarangpur District
Umerkote → UMARKOT

Nayagarh District
Nayagarh → NAYAGADA
Daspalla → DASHAPALLA

Nuapada District
Khariar → KHADIAL
Nimapara → NIMAPADA

Sambalpur Region
Rairakhol → REDHAKHOL

Subarnapur District
Sonepur → SONPUR
Binka → BINIKA

Sundargarh District
Sundargarh → SUNDARAGADA
Bonaigarh → BANAIGADA
Koira → KOIDA
Lephripara → LEPHRIPADA
Subdega → SABDEGA
Bargaon → BADAGAN
Lahunipara → LAHUNIPADA
Rourkela → RAURKELA
❤18👍5
ଛୋଟିଆ ମିଠା କଥା ପଦେ ମଣିଷର ହୃଦୟକୁ ଜିତି ଥାଏ କିନ୍ତୁ ଛୋଟିଆ କଟୁ କଥା ପଦେ ମଣିଷର ହୃଦୟକୁ ଭାଙ୍ଗି ଦେଇଥାଏ। ମଣିଷକୁ ମାଡ଼ ନୁହେଁ କଟୁ କଥା ଅଧିକ ଆଘାତ ଦେଇଥାଏ... 🙏ଜୟ ଜଗନ୍ନାଥ🙏
👍11❤10🙏4🥰1
ନିଜର ଲକ୍ଷକୁ ପାଇବା ପାଇଁ ନିଜ ଭିତରେ ଇଛାଶକ୍ତି ଏତେ ରହିବା ଆବଶ୍ୟକ, ଯେମିତି ସବୁଦିନ ସକାଳୁ ଆପଣ ଶୀଘ୍ର ଉଠିବା ପାଇଁ ବାଧ୍ୟ ହୋଇଯିବେ...🙏ଜୟ ଜଗନ୍ନାଥ🙏
👍10🙏4🥰3🔥2👏2❤1
ଆପଣଙ୍କର ଦକ୍ଷତା ଆପଣଙ୍କୁ ଶିଖରରେ ପହଞ୍ଚିବାରେ ସାହାଯ୍ୟ କରିପାରିବ....
କିନ୍ତୁ ଶୀର୍ଷରେ ରହିବାକୁ ହେଲେ ଚରିତ୍ର ଭଲ ରହିବା ଅତ୍ଯନ୍ତ ଜରୁରୀ....🙏ଜୟ ଜଗନ୍ନାଥ🙏
👏3❤2
*✍️ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ GK One Liner ପ୍ରଶ୍ନ ✍️*

*1. ଭଗବାନ ବୁଦ୍ଧ ଜ୍ଞାନ କେଉଁଠାରେ ପ୍ରାପ୍ତ କରିଥିଲେ?* 
*ଉତ୍ତର:* ବୋଧଗୟା 

*2. ଆର୍ଯ୍ୟ ସମାଜର ସ୍ଥାପନା କିଏ କରିଥିଲେ?* 
*ଉତ୍ତର:* ସ୍ୱାମୀ ଦୟାନନ୍ଦ ସରସ୍ୱତୀ 

*3. ପଞ୍ଜାବୀ ଭାଷାର ଲିପି କ’ଣ?* 
*ଉତ୍ତର:* ଗୁରୁମୁଖୀ 

*4. ଭାରତର ମୁଖ୍ୟ ଭୂଖଣ୍ଡର ଦକ୍ଷିଣତମ ପ୍ରାନ୍ତ କେଉଁଟି?* 
*ଉତ୍ତର:* କନ୍ୟାକୁମାରୀ 

*5. ଭାରତରେ ସର୍ବପ୍ରଥମେ ସୂର୍ଯ୍ୟ କେଉଁ ରାଜ୍ୟରେ ଉଦୟ ହୁଏ?* 
*ଉତ୍ତର:* ଅରୁଣାଚଳ ପ୍ରଦେଶ 

*6. ଇନସୁଲିନ କେଉଁ ରୋଗର ଚିକିତ୍ସାରେ ବ୍ୟବହାର ହୁଏ?* 
*ଉତ୍ତର:* ମଧୁମେହ 

*7. ବିହୁ କେଉଁ ରାଜ୍ୟର ପ୍ରସିଦ୍ଧ ପର୍ବ?* 
*ଉତ୍ତର:* ଆସାମ 

*8. ଅଁଳାରେ କେଉଁ ଭିଟାମିନ୍ ପ୍ରଚୁର ପରିମାଣରେ ମିଳେ?* 
*ଉତ୍ତର:* ଭିଟାମିନ୍ C 

*9. ଭାରତର ପ୍ରଥମ ଗଭର୍ଣ୍ଣର ଜେନେରାଲ କିଏ ଥିଲେ?* 
*ଉତ୍ତର:* ୱିଲିୟମ୍ ବେଣ୍ଟିଙ୍କ୍ 

*10. କାଗଜର ଆବିଷ୍କାର କେଉଁ ଦେଶରେ ହୋଇଥିଲା?* 
*ଉତ୍ତର:* ଚୀନ 

*11. ଗୌତମ ବୁଦ୍ଧଙ୍କ ପିଲାଦିନର ନାମ କ’ଣ ଥିଲା?* 
*ଉତ୍ତର:* ସିଦ୍ଧାର୍ଥ 

*12. ଭାରତରେ ସଶସ୍ତ୍ର ବଳର ସର୍ବୋଚ୍ଚ ସେନାପତି କିଏ?* 
*ଉତ୍ତର:* ରାଷ୍ଟ୍ରପତି 

*13. ରାତିକଣା କେଉଁ ଭିଟାମିନ୍ ଅଭାବରୁ ହୁଏ?* 
*ଉତ୍ତର:* ଭିଟାମିନ୍ A 

*14. ପୋଙ୍ଗଲ କେଉଁ ରାଜ୍ୟର ପର୍ବ?* 
*ଉତ୍ତର:* ତାମିଲନାଡୁ 

*15. ଗିଦ୍ଦା ଓ ଭାଙ୍ଗଡ଼ା କେଉଁ ରାଜ୍ୟର ଲୋକନୃତ୍ୟ?* 
*ଉତ୍ତର:* ପଞ୍ଜାବ 

*16. ଟେଲିଭିଜନର ଆବିଷ୍କାର କିଏ କରିଥିଲେ?* 
*ଉତ୍ତର:* ଜନ୍ ଲୋଗି ବେୟାର୍ଡ 

*17. ଭାରତର ପ୍ରଥମ ମହିଳା ଶାସିକା କିଏ ଥିଲେ?* 
*ଉତ୍ତର:* ରଜିୟା ସୁଲତାନ 

*18. ମାଛ କାହା ସାହାଯ୍ୟରେ ନିଶ୍ୱାସ ନିଏ?* 
*ଉତ୍ତର:* ଗାଲି 

*19. ‘ଇନକିଲାବ ଜିନ୍ଦାବାଦ’ ସ୍ଲୋଗାନ କିଏ ଦେଇଥିଲେ?* 
*ଉତ୍ତର:* ଭଗତ ସିଂହ 

*20. ଜାଲିଆନାୱାଲା ବାଗ ହତ୍ୟାକାଣ୍ଡ କେବେ ଓ କେଉଁଠାରେ ହୋଇଥିଲା?* 
*ଉତ୍ତର:* 1919 ମସିହା, ଅମୃତସର 

*21. 1939 ରେ କଂଗ୍ରେସ ଛାଡ଼ିବା ପରେ ସୁଭାଷ ଚନ୍ଦ୍ର ବୋଷ କେଉଁ ଦଳ ଗଠନ କରିଥିଲେ?* 
*ଉତ୍ତର:* ଫରୱାର୍ଡ ବ୍ଲକ 

*22. ‘ପଞ୍ଜାବ କେସରୀ’ କାହାକୁ କୁହାଯାଏ?* 
*ଉତ୍ତର:* ଲାଲା ଲାଜପତ ରାୟ 

*23. ସାଣ୍ଡର୍ସଙ୍କୁ କିଏ ହତ୍ୟା କରିଥିଲେ?* 
*ଉତ୍ତର:* ଭଗତ ସିଂହ 

*24. 1857 ବିଦ୍ରୋହରେ ସର୍ବପ୍ରଥମେ କିଏ ବଳିଦାନ ଦେଇଥିଲେ?* 
*ଉତ୍ତର:* ମଙ୍ଗଳ ପାଣ୍ଡେ 

*25. ଭାରତର ପ୍ରଥମ ମହିଳା ରାଜ୍ୟପାଳ କିଏ ଥିଲେ?* 
*ଉତ୍ତର:* ସରୋଜିନୀ ନାଇଡୁ 

*26. ମାଉଣ୍ଟ ଏଭରେଷ୍ଟରେ ଦୁଇଥର ଚଢ଼ିଥିବା ପ୍ରଥମ ମହିଳା କିଏ?* 
*ଉତ୍ତର:* ସନ୍ତୋଷ ଯାଦବ 

*27. ‘ବ୍ରହ୍ମ ସମାଜ’ର ସ୍ଥାପନା କିଏ କରିଥିଲେ?* 
*ଉତ୍ତର:* ରାଜା ରାମମୋହନ ରାୟ 

*28. ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ମୂଳ ନାମ କ’ଣ ଥିଲା?* 
*ଉତ୍ତର:* ମୂଳଶଙ୍କର 

*29. ‘ବେଦକୁ ଫେର’ ନାରା କିଏ ଦେଇଥିଲେ?* 
*ଉତ୍ତର:* ଦୟାନନ୍ଦ ସରସ୍ୱତୀ 

*30. ‘ରାମକୃଷ୍ଣ ମିଶନ’ର ସ୍ଥାପନା କିଏ କରିଥିଲେ?* 
*ଉତ୍ତର:* ସ୍ୱାମୀ ବିବେକାନନ୍ଦ 

*31. ଭାସ୍କୋ-ଡା-ଗାମା ଭାରତ କେବେ ଆସିଥିଲେ?* 
*ଉତ୍ତର:* 1498 ମସିହା 

*32. ଭାସ୍କୋ-ଡା-ଗାମା କେଉଁ ଦେଶର ଥିଲେ?* 
*ଉତ୍ତର:* ପର୍ତ୍ତୁଗାଲ 

*33. ହାୱା ମହଲ କେଉଁଠାରେ ଅବସ୍ଥିତ?* 
*ଉତ୍ତର:* ଜୟପୁର 

*34. ଶିଖ ଧର୍ମର ପ୍ରତିଷ୍ଠାତା କେଉଁ ଶିଖ ଗୁରୁଙ୍କୁ ମନାଯାଏ?* 
*ଉତ୍ତର:* ଗୁରୁ ନାନକ ଦେବ 

*35. ଶିଖମାନଙ୍କର ମୁଖ୍ୟ ପର୍ବ କ’ଣ?* 
*ଉତ୍ତର:* ବୈଶାଖୀ
❤11👍3
ସମୟ ମାଗଣାରେ ମିଳିଥାଏ କିନ୍ତୁ ଏହା ଅମୂଲ୍ୟ , ସମୟକୁ କେହି ଅଟକାଇ ରଖିପାରିବା ନାହିଁ କିନ୍ତୁ ଖର୍ଚ୍ଚ କରିପାରିବା,ହେଲେ ଥରେ ଯଦି ଏହି ସମୟକୁ ହାତଛଡା କରି ଦେଲେ ତ ଆଉ ମିଳିବ ନାହିଁ... 🙏ଜୟ ଜଗନ୍ନାଥ🙏
❤5🙏3
ଯେଉଁମାନଙ୍କୁ ଖୁସି କରିବା ପାଇଁ ଆପଣ ନିଜର ସମୟ ଓ ଶକ୍ତି ଖର୍ଚ୍ଚ କରୁଛନ୍ତି, ସେମାନେ ଆପଣଙ୍କ ପାଇଁ କିଛି କରୁଛନ୍ତି ନା ନାହିଁ ସେ କଥା ଉପରେ ବି ଧ୍ୟାନ ଦିଅନ୍ତୁ....
ଏକତରଫା ତ୍ୟାଗ କରି ଦୁଃଖକଷ୍ଟ ସହି ମହାନ୍ ହେବା ଅପେକ୍ଷା, ନିଜ ଖୁସି ପାଇଁ କିଛି କରିବା ଭଲ....🙏ଜୟ ଜଗନ୍ନାଥ🙏
🙏8❤3🥰3
ସମୟ ଆଉ ସଂସ୍କାର ଏ ଦୁଇଟିଯାକ ଆମ ସଫଳ ଜୀବନରେ ନିହାତି ଆବଶ୍ୟକ....
ସମୟ ଖରାପ ଚାଲିଥିଲେ ସଂସ୍କାରର ମାନେ କିଛି ନଥାଏ ଆଉ ଉତ୍ତମ ସଂସ୍କାର ନଥିଲେ ସମୟର ମାନେ କିଛି ନଥାଏ....🙏ଜୟ ଜଗନ୍ନାଥ🙏
🙏6❤4👍3
ସମୟ ଆଉ ସଂସ୍କାର ଏ ଦୁଇଟିଯାକ ଆମ ସଫଳ ଜୀବନରେ ନିହାତି ଆବଶ୍ୟକ....
ସମୟ ଖରାପ ଚାଲିଥିଲେ ସଂସ୍କାରର ମାନେ କିଛି ନଥାଏ ଆଉ ଉତ୍ତମ ସଂସ୍କାର ନଥିଲେ ସମୟର ମାନେ କିଛି ନଥାଏ....🙏ଜୟ ଜଗନ୍ନାଥ🙏
👏3
ଏହାର କୌଣସି ମୂଲ୍ୟ ନାହିଁ ଯେ ଆପଣ କେତେ ଧୀର ଗତିରେ କାମ କରୁଛନ୍ତି....
ଯେ ପର୍ଯ୍ୟନ୍ତ ଆପଣ ଅଟକି ନାହାଁନ୍ତି ସେ ପର୍ଯ୍ୟନ୍ତ ସଫଳତାର ଲକ୍ଷ୍ୟ ରହିଛି....
🙏ଜୟ ଜଗନ୍ନାଥ🙏
👏7