ଆଜି ଯେ ତୁମକୁ ଅସଫଳ କହୁଛି, କାଲି ସେଇ ତୁମ ସଫଳତା ର ଉଦାହରଣ ଦେବ...🙏ଜୟ ଜଗନ୍ନାଥ 🙏
❤7👍3🙏3
କେହି ଆପଣଙ୍କୁ ଭଲ ପାଉ କି ନପାଉ, ବିଶ୍ଵାସ କରୁ କି ନକରୁ ଯଦି ଆପଣ ନିଜେ ଏସବୁ ନିଜକୁ ଦେଇ ପାରନ୍ତି ତା'ହେଲେ ଦୁନିଆଁର କୌଣସି ଶକ୍ତି ଆପଣଙ୍କୁ ସଫଳ ହେବାରେ ଏବଂ ଖୁସିରେ ବଞ୍ଚିବାରେ ଅଟକାଇ ପାରିବ ନାହିଁ....🙏ଜୟ ଜଗନ୍ନାଥ🙏
❤3
ସମୟ ଆଉ ସଂସ୍କାର ଏ ଦୁଇଟିଯାକ ଆମ ସଫଳ ଜୀବନରେ ନିହାତି ଆବଶ୍ୟକ....
ସମୟ ଖରାପ ଚାଲିଥିଲେ ସଂସ୍କାରର ମାନେ କିଛି ନଥାଏ ଆଉ ଉତ୍ତମ ସଂସ୍କାର ନଥିଲେ ସମୟର ମାନେ କିଛି ନଥାଏ....🙏ଜୟ ଜଗନ୍ନାଥ🙏
ସମୟ ଖରାପ ଚାଲିଥିଲେ ସଂସ୍କାରର ମାନେ କିଛି ନଥାଏ ଆଉ ଉତ୍ତମ ସଂସ୍କାର ନଥିଲେ ସମୟର ମାନେ କିଛି ନଥାଏ....🙏ଜୟ ଜଗନ୍ନାଥ🙏
❤5🥰2
ଦୁନିଆରେ ଏମିତି ମଣିଷ ଅଛନ୍ତି ଅନ୍ୟକୁ ଏତେ ମିଠା ମିଠା କଥା କହି ବୁଝେଇ ଦିଅନ୍ତି, କିନ୍ତୁ ଯେଉଁଠି ନିଜେ ବୁଝିବାର ପାଳି ଆସେ ସେଇଠି ଏମିତି ଅବୁଝା ହୁଅନ୍ତି ଯେମିତି ସେ ଏକା ଦୁନିଆରେ ଜ୍ଞାନୀ ମଣିଷ ଟିଏ... 🙏ଜୟ ଜଗନ୍ନାଥ🙏
❤11👏6
BOOK ORDER NOW - https://superprofile.bio/vp/6a5989f107d52e0013bfe3ac
ଆଜି ପବିତ୍ର ରଥଯାତ୍ରା ଅବସରରେ ଶ୍ରୀ ପତିତପାବନ ମହାପ୍ରଭୁଙ୍କ ଦିବ୍ୟ ମଙ୍ଗଳ ଆଳତି ଦର୍ଶନ🙏🚩
ଜୟ ଜଗନ୍ନାଥ 🙏🚩
ଜୟ ଜଗନ୍ନାଥ 🙏🚩
❤7
ଯେଉଁ ସମ୍ପର୍କ ଗୁଡ଼ିକ ହଠାତ୍ ଆପଣଙ୍କର ଶତ୍ରୁ ହୋଇଯାଆନ୍ତି, କେଉଁଠି ନା କେଉଁଠି ସେମାନେ ଆପଣଙ୍କୁ ବହୁତ ଦିନ ଧରି ଘୃଣା କରିଆସୁଛନ୍ତି । କିନ୍ତୁ ଆପଣଙ୍କୁ ଏହା ବିଳମ୍ବରେ ଏଥିପାଇଁ ଜଣାପଡିଥାଏ, କାରଣ ସେମାନେ ଭଲ ଭାବରେ ଅଭିନୟ କରିଥାନ୍ତି... 🙏ଜୟ ଜଗନ୍ନାଥ🙏
❤3👍2

❤11👏4