ଅଭିଶାପ କାହା ତୁଣ୍ଡରୁ ବାହାରିବା ଜରୁରୀ ହୋଇନଥାଏ, କେହି ଯଦି ତୁମ କାରଣରୁ କଷ୍ଟ ପାଇ କାନ୍ଦିଥାଏ ସେଇ ଲୁହ ହିଁ ତୁମ ପାଇଁ ଅଭିଶାପ ପାଇଟି ଯାଇଥାଏ... 🙏ଜୟ ଜଗନ୍ନାଥ🙏
👍5❤1
BOOK ORDER NOW - https://superprofile.bio/vp/6a5989f107d52e0013bfe3ac
ଉପଦେଶ ଦେବା ସହଜ କିନ୍ତୁ ଉପାୟ ବତାଇବା ଭାରି କଷ୍ଟ । ଅନ୍ୟର ଦୁଃଖକୁ ଦେଖି ଅନେକ ଦୁଃଖୀ ହୁଅନ୍ତି ସତ, କିନ୍ତୁ କେହି ଦୁଃଖ ଦୂର କରିବା ପାଇଁ ଆଗେଇ ଆସନ୍ତି ନାହିଁ... 🙏ଜୟ ଜଗନ୍ନାଥ🙏
🙏7👏4❤1
Forwarded from Odisha Job News Channel
BOOK ORDER NOW - https://superprofile.bio/vp/6a5989f107d52e0013bfe3ac
❤1
ଶରୀର ସୁନ୍ଦର ଥାଉ କି ନଥାଉ ଶବ୍ଦଗୁଡ଼ିକ ସୁନ୍ଦର ହେବା ନିହାତି ଦରକାର କାହିଁକି ନା ଲୋକେ ଚେହେରା ଭୁଲି ଯାଆନ୍ତି କିନ୍ତୁ କହିଥିବା କେଇପଦ କଥା ମନ ଭିତରେ ବସା ବାନ୍ଧି ରହିଯାଏ... 🙏ଜୟ ଜଗନ୍ନାଥ🙏
❤2👏2
ଭାଗ୍ୟ କେବଳ ପରିଶ୍ରମ ଦ୍ଵାରା ବଦଳିଥାଏ ବସିକି ଚିନ୍ତା କରିବା ଦ୍ବାରା ନୁହେଁ ।
ଛୋଟ ଛୋଟ କଥାକୁ ହୃଦୟରେ ଧରି ରଖିଲେ ଉତ୍ତମ ସମ୍ପର୍କ ମଧ୍ୟ ଦିନେ ନା ଦିନେ ଦୁର୍ବଳ ହୋଇଯାଏ... 🙏ଜୟ ଜଗନ୍ନାଥ🙏
ଛୋଟ ଛୋଟ କଥାକୁ ହୃଦୟରେ ଧରି ରଖିଲେ ଉତ୍ତମ ସମ୍ପର୍କ ମଧ୍ୟ ଦିନେ ନା ଦିନେ ଦୁର୍ବଳ ହୋଇଯାଏ... 🙏ଜୟ ଜଗନ୍ନାଥ🙏
❤8👏2
ଯଦି ଜୀବନରେ କେବେ ଟଙ୍କା ଆଉ ସମ୍ପର୍କ ମଧ୍ୟରୁ ଗୋଟିଏ ବାଛିବାକୁ ପଡେ...ତା ହେଲେ କେବଳ ସମ୍ପର୍କକୁ ବାଛ କାହିଁକି ନା ଟଙ୍କା ତ ଆସିଥାଏ ଆଉ ଯାଇଥାଏ,ହେଲେ ସମ୍ପର୍କ ଥରେ ଚାଲିଗଲେ ଆଉ ଫେରି ନଥାଏ... 🙏ଜୟ ଜଗନ୍ନାଥ🙏
👍8🙏5❤1👏1
ଯଦି ଜୀବନରେ କେବେ ଟଙ୍କା ଆଉ ସମ୍ପର୍କ ମଧ୍ୟରୁ ଗୋଟିଏ ବାଛିବାକୁ ପଡେ...ତା ହେଲେ କେବଳ ସମ୍ପର୍କକୁ ବାଛ କାହିଁକି ନା ଟଙ୍କା ତ ଆସିଥାଏ ଆଉ ଯାଇଥାଏ,ହେଲେ ସମ୍ପର୍କ ଥରେ ଚାଲିଗଲେ ଆଉ ଫେରି ନଥାଏ... 🙏ଜୟ ଜଗନ୍ନାଥ🙏
BOOK ORDER NOW - https://superprofile.bio/vp/6a5989f107d52e0013bfe3ac
ମଣିଷ ସବୁବେଳେ ଅନ୍ୟଠାରୁ ଗୁରୁତ୍ୱ ପାଇବାକୁ ଆଶା ରଖେ, କିନ୍ତୁ ସେ କେବେ ନିଜକୁ ପଚାରେ ନାହିଁ ଯେ— ସେ ଅନ୍ୟମାନଙ୍କୁ କେତେ ଗୁରୁତ୍ୱ ଦେଉଛି? ମନେରଖନ୍ତୁ, ସମ୍ମାନ ଦେଲେ ହିଁ ସମ୍ମାନ ମିଳେ... 🙏ଜୟ ଜଗନ୍ନାଥ 🙏
👏8❤6