ନିଜର ଦୁଃଖ ପାଇଁ କେବେ ବି ସଂସାରକୁ ଦୋଷ ଦିଅନ୍ତୁ ନାହିଁ। ବରଂ ନିଜର ଚିନ୍ତାଧାରା ଓ ଦୃଷ୍ଟିଭଙ୍ଗୀକୁ ପରିବର୍ତ୍ତନ କରନ୍ତୁ, ଯେତେବେଳେ ମନ ବଦଳିଯାଏ, ସେତେବେଳେ ଦୁଃଖର ପ୍ରଭାବ କମିଯାଏ ଏବଂ ଶାନ୍ତି ଆପଣଙ୍କ ହୃଦୟରେ ସ୍ଥାନ ପାଏ... 🙏ଜୟ ଜଗନ୍ନାଥ🙏
👍6👏1
ନିଜର ଦୁଃଖ ପାଇଁ କେବେ ବି ସଂସାରକୁ ଦୋଷ ଦିଅନ୍ତୁ ନାହିଁ। ବରଂ ନିଜର ଚିନ୍ତାଧାରା ଓ ଦୃଷ୍ଟିଭଙ୍ଗୀକୁ ପରିବର୍ତ୍ତନ କରନ୍ତୁ, ଯେତେବେଳେ ମନ ବଦଳିଯାଏ, ସେତେବେଳେ ଦୁଃଖର ପ୍ରଭାବ କମିଯାଏ ଏବଂ ଶାନ୍ତି ଆପଣଙ୍କ ହୃଦୟରେ ସ୍ଥାନ ପାଏ... 🙏ଜୟ ଜଗନ୍ନାଥ🙏
👍12👏2
ଯଦି କେହି ଆମର ଭୁଲକୁ ଦେଖାନ୍ତି, ତେବେ ତାଙ୍କ ଉପରକୁ ରାଗିବା ପରିବର୍ତ୍ତେ ଖୁସି ହେବା ଉଚିତ୍। କାରଣ କେହି ଜଣେ ଅଛନ୍ତି ଯିଏକି ଆମକୁ ସମ୍ପୂର୍ଣ ଭୁଲ ମୁକ୍ତି କରିବା ପାଇଁ ନିଜର ସମୟ ଦେଇଛନ୍ତି...🙏ଜୟ ଜଗନ୍ନାଥ🙏
❤9👏5
Forwarded from Odisha Job News Channel
BOOK ORDER NOW - https://superprofile.bio/vp/6a5989f107d52e0013bfe3ac
❤2
ଜଣେ ବ୍ୟକ୍ତି ସେତେବେଳେ ନିଜ ଉପରେ ଅତୁଟ ବିଶ୍ଵାସ ରଖିପାରେ ଯେତେବେଳେ ସେ ନିଜକୁ ଭଲପାଉଥିବ ଏବଂ ନିଜ ଲକ୍ଷ୍ଯ ପ୍ରତି ଅଗ୍ରସର ହେବା ନିମନ୍ତେ ଉତ୍ସାହିତ ହୋଇଥିବ... 🙏ଜୟ ଜଗନ୍ନାଥ🙏
👏9
କିଏ ଖରାପ୍ କିଏ ଭଲ ଏ ସବୁ ଆମ ମନ ଉପରେ ନିର୍ଭର କରେ, ଆମେ ଯାହାକୁ ଭଲ ପାଉ ତା'ର ଖରାପ୍ ଗୁଣ ଦେଖୁନା ଆଉ ଯାହାକୁ ଘୃଣା କରୁ ତା'ର ଭଲ ଗୁଣ ଦେଖୁନା...🙏ଜୟ ଜଗନ୍ନାଥ🙏
❤13🥰3👏3
ବିଶ୍ୱାସ ଥିଲେ ଜଣେ ଆଉ ଜଣଙ୍କ ନୀରବତାକୁ ବି ବୁଝିପାରେ।
କିନ୍ତୁ, ବିଶ୍ୱାସ ନଥିଲେ ସରଳ ଭାଷା ମଧ୍ୟ ତା ପାଖରେ ଅବୁଝା ହୋଇ ପଡେ....🙏ଜୟ ଜଗନ୍ନାଥ🙏
କିନ୍ତୁ, ବିଶ୍ୱାସ ନଥିଲେ ସରଳ ଭାଷା ମଧ୍ୟ ତା ପାଖରେ ଅବୁଝା ହୋଇ ପଡେ....🙏ଜୟ ଜଗନ୍ନାଥ🙏
❤9
ଜୀବନ ଏକ ପରୀକ୍ଷା, ଖୁସି ସବୁଠାରୁ ମଧୁର ବିଶ୍ରାମ, ଏବଂ ଅତ୍ୟଧିକ ଚିନ୍ତା କେବଳ ବୃଥା... ମନେ ରଖନ୍ତୁ ଆମେ ସମସ୍ତେ ଏହି ପୃଥିବୀରେ ଅଳ୍ପ ସମୟ ପାଇଁ ଆସିଥିବା ଅତିଥି। ତେଣୁ ପ୍ରତ୍ୟେକ ମୁହୂର୍ତ୍ତକୁ ସ୍ନେହରେ ସାଇତି ରଖନ୍ତୁ....🙏ଜୟ ଜଗନ୍ନାଥ🙏
👏7❤4
କିଛି ସ୍ଥାୟୀ ନୁହେଁ, ନିଜକୁ ଅଧିକ ଚାପରେ ରଖନ୍ତୁ ନାହିଁ କାରଣ ପରିସ୍ଥିତି ଯେତେ ଖରାପ୍ ହେଲେ ମଧ୍ୟ ଏହା ବଦଳି ଯିବ... 🙏ଜୟ ଜଗନ୍ନାଥ🙏
❤5👍5
କୌଣସି ମୃତ ବ୍ୟକ୍ତିଙ୍କୁ ଶ୍ମଶାନକୁ ନେବାବେଳେ ଏଇଟା ଭାବନ୍ତୁନି ଯେ, ଆପଣ ତାଙ୍କୁ ତାଙ୍କର ଶେଷ ଠିକଣାକୁ ନେଇକି ଯାଉଛନ୍ତି। ବରଂ, ଏଇଟା ଭାବନ୍ତୁ ସେଇ ମୃତ ବ୍ୟକ୍ତି ଆପଣଙ୍କୁ ଆପଣଙ୍କ ଶେଷ ଠିକଣା ଦେଖାଇବାକୁ ନେଉଛନ୍ତି, ଯେଉଁଠି ସବୁ ଅହଙ୍କାର ଶେଷ...🙏ଜୟ ଜଗନ୍ନାଥ🙏
❤13👏6
ନିଜର ଭଲମନକୁ କେବେ ହରାନ୍ତୁ ନାହିଁ, କିନ୍ତୁ ଅନ୍ୟମାନଙ୍କୁ ତାହାର ଫାଇଦା ଉଠାଇବାକୁ ମଧ୍ୟ କେବେ ସୁଯୋଗ ଦିଅନ୍ତୁ ନାହିଁ। ଦୟାଳୁ ହୁଅନ୍ତୁ, କିନ୍ତୁ ବିବେକୀ ମଧ୍ୟ ହୁଅନ୍ତୁ। ନମ୍ର ହୁଅନ୍ତୁ, କିନ୍ତୁ ନିଜର ମୂଲ୍ୟ ଓ ମର୍ଯ୍ୟାଦାକୁ ମଧ୍ୟ ଜାଣନ୍ତୁ...🙏ଜୟ ଜଗନ୍ନାଥ🙏
❤10