ପ୍ରତ୍ୟେକ କଷ୍ଟ, ପ୍ରତ୍ୟେକ ବିଫଳତା ଏବଂ ସମୟର ପ୍ରତ୍ୟେକ ପରିବର୍ତ୍ତନ ଆମକୁ ମୂଲ୍ୟବାନ ଶିକ୍ଷା ଦେଇଥାଏ ଏବଂ ଆମକୁ ଅଧିକ ଜ୍ଞାନୀ, ଅଧିକ ଦୃଢ଼ ଓ ଅଧିକ ଦୟାଳୁ ମଣିଷରେ ପରିଣତ କରିଥାଏ... 🙏ଜୟ ଜଗନ୍ନାଥ🙏
❤6👏2
ବଗିଚାରେ ମାଳି ପ୍ରତିଦିନ ପାଣି ଦେଇଥାଏ କିନ୍ତୁ ଫୁଲ ସମୟ ଆସିଲେ ହିଁ ଫୁଟିଥାଏ। ଠିକ ସେମିତି, ପ୍ରତିଦିନ ଭଲ କାମ କରି ଚାଲନ୍ତୁ ପରିଣାମ ସମୟ ଆସିଲେ ନିଶ୍ଚିତ ମିଳିବ... 🙏ଜୟ ଜଗନ୍ନାଥ🙏
👎3👏3
ଅନ୍ୟ ମାନଙ୍କ କଥା ଶୁଣି ଚାଲିବା ତ କିଛି ବାଟ ପର୍ଯ୍ୟନ୍ତ ଯାଇ ପାରିବା ନିଜକଥା ଶୁଣି ଚାଲିବା ତ ନିଜ ଲକ୍ଷ ପର୍ଯ୍ୟନ୍ତ ପହଞ୍ଚି ପାରିବା... 🙏ଜୟ ଜଗନ୍ନାଥ 🙏
❤6👏1
ସମୟ କାହା ପାଇଁ ଅଟକି ରହେନାହିଁ। ଆଜି ଯିଏ ଶିଖରରେ ଅଛି, କାଲି ସେ ତଳେ ଥାଇପାରେ। ତେଣୁ ସମୟ ଥାଉ ଥାଉ ମାନବିକତା ଶିଖିବା ଉଚିତ୍, କାରଣ ଶେଷରେ କର୍ମ ହିଁ ସାଥୀରେ ଯାଏ... 🙏ଜୟ ଜଗନ୍ନାଥ🙏
👏4❤2
ନଈର ସ୍ରୋତ ପଥରକୁ କାଟିଦିଏ, କିନ୍ତୁ ତାର ଶକ୍ତି ପାଇଁ ନୁହେଁ ବରଂ ତାର ନିରନ୍ତର ପ୍ରଚେଷ୍ଟା ପାଇଁ। ସେହିପରି ଜୀବନରେ ସଫଳତା ପାଇବାକୁ ହେଲେ ଶକ୍ତି ନୁହେଁ, ବରଂ ଧୈର୍ଯ୍ୟର ସହ ଲାଗି ରହିବା ଆବଶ୍ୟକ... 🙏ଜୟ ଜଗନ୍ନାଥ🙏
❤11🔥3
ସେହିମାନଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ, ଯେଉଁମାନେ ନିଜର ଅହଂକାର ପାଇଁ ଆପଣଙ୍କୁ ସବୁବେଳେ ଛୋଟ ଦେଖାଇବାକୁ ଚେଷ୍ଟା କରନ୍ତି... 🙏ଜୟ ଜଗନ୍ନାଥ🙏
👍4❤3👏3👎1
ମନେରଖନ୍ତୁ, କ୍ରୋଧର ବିନାଶ ଓ ଲୋଭର ବିସର୍ଜନ ହିଁ ସଫଳତାର ସବୁଠାରୁ ବଡ଼ ସୂତ୍ର... 🙏ଜୟ ଜଗନ୍ନାଥ🙏
🙏4👏1