Odisha Job News Channel
24.6K subscribers
1.89K photos
3 videos
166 files
3.47K links
Odishapost news is a purely odia channel.
It's include with JOB VACANCIES AND NEWS.
JAY JAGANNATH

Get Odisha Free Job Alert Notification Please Visit our website- https://odishagovjob.com/

Please Subscribe
Download Telegram
ଯେଉଁ ସମ୍ପର୍କ ଆମକୁ କନ୍ଦେଇ ଦିଏ, ତା ଠାରୁ ଗଭୀର ସମ୍ପର୍କ ଆଉ ଦୁନିଆରେ ନାହିଁ, ଆଉ ଯେଉଁ ସମ୍ପର୍କ ଆମେ କାନ୍ଦୁଥିବା ବେଳେ ଛାଡି ଯାଏ, ତା ଠାରୁ ଦୁର୍ବଳ ସମ୍ପର୍କ ଦୁନିଆରେ ନାହିଁ... 🙏ଜୟ ଜଗନ୍ନାଥ🙏
❤12👏4🤬1
ଶକ୍ତିଶାଳୀ ହୁଅ କିନ୍ତୁ ଅଭଦ୍ର ନୁହେଁ,
ଦୟାଳୁ ହୁଅ କିନ୍ତୁ ନିଜକୁ ଦୁର୍ବଳ କରନି
ନମ୍ର ହୁଅ କିନ୍ତୁ ଅନ୍ୟାୟ ସାମ୍ନାରେ ଭୟଭୀତ ହୁଅନାହିଁ... 🙏ଜୟ ଜଗନ୍ନାଥ 🙏
❤15👏3
ପରିସ୍ଥିତି ସହ ଲଢେ଼ଇ କରିହୁଏ କିନ୍ତୁ ଭାଗ୍ୟ ସହିତ ନୁହେଁଭାଗ୍ୟ ବଡ଼ ଅଜବ ଜିନିଷ। କାହାକୁ ଦିଏ ଆଉ ପୁଣି କାହା ପାଖରୁ ଛଡେଇ ନିଏ... 🙏ଜୟ ଜଗନ୍ନାଥ🙏
👏5
ସବୁବେଳେ ରାଗିବା ଉଚିତ ନୁହେଁ, କିନ୍ତୁ ଦରକାର ସମୟରେ ରାଗିବା ଜରୁରୀ ହୋଇଥାଏ, ନହେଲେ ଭୁଲ କରୁଥିବା ଲୋକ କେବେ ତା ଭୁଲକୁ ସୁଧାରି ପାରିବ ନାହିଁ...🙏ଜୟ ଜଗନ୍ନାଥ🙏
👏8❤4🔥1
ଝରଣା ନିଜ ପାଣି ନିଜେ ପିଏ ନାହିଁ, "ବୃକ୍ଷ" ନିଜ ଫଳ ନିଜେ ଖାଇ ନଥାଏ, "ଦୀପ" ନିଜେ ଅନ୍ଧାରରେ ରହି ଦୁନିଆକୁ ଆଲୋକ ଦେଖାଏ, "ଫୁଲ" ନିଜର ମହକରେ ଅନ୍ୟ ମାନଙ୍କୁ ମହକାଉ ଥାଏ। କାରଣ ସେମାନେ ଠିକ ବୁଝିଛନ୍ତି ଅନ୍ୟମାନଙ୍କ ପାଇଁ ବଞ୍ଚିବାକୁ ହିଁ ପ୍ରକୃତ ଜୀବନ କୁହାଯାଏ....🙏ଜୟ ଜଗନ୍ନାଥ🙏
❤12👍3👏1
ଗୋଟିଏ ଝଟକାରେ ଧନ ସମ୍ପତ୍ତି ନଷ୍ଟ ହୋଇପାରେ, ସୌନ୍ଦର୍ଯ୍ୟ ଗୋଟିଏ ରୋଗରେ ହଜିଯାଇପାରେ। ଏବଂ କେବଳ ଗୋଟିଏ ଭୁଲରେ ସମ୍ମାନ ନଷ୍ଟ ହୋଇପାରେ ତେଣୁ, ଏହି ଜିନିଷଗୁଡ଼ିକ ପାଇଁ କେହି କେବେ ଗର୍ବ କରିବା ଉଚିତ୍ ନୁହେଁ...🙏ଜୟ ଜଗନ୍ନାଥ 🙏
👍3❤2👏1
ନିଜ ଶରୀରକୁ ଆବଶ୍ୟକଠୁ ଅଧିକ ସଜାଅ ନାହିଁ କାରଣ ସେ ତ ଦିନେ ମାଟି ସହ ମିଶି ଯିବ, ସଜାଇବାକୁ ହେଲେ ନିଜ ଚରିତ୍ରକୁ ସଜାଅ କାରଣ ମୃତ୍ୟୁ ପରେ ବି ଲୋକେ ତୁମକୁ ମନେ ପକେଇବେ... 🙏ଜୟ ଜଗନ୍ନାଥ🙏
❤9👍1👏1
ଆଜିର ଦୁନିଆରେ "ଅର୍ଥ "ମଣିଷର ଅବସ୍ଥିତି ପରିବର୍ତ୍ତନ କରି ଦେଉଛି। ଅବସ୍ଥିତି ସହ ଆପଣ ନିଜର ସ୍ବଭାବର ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତୁ,ଆହୁରି ଅନେକ କିଛି ମିଳିବ... 🙏ଜୟ ଜଗନ୍ନାଥ🙏
❤5🙏4👏1